ରାଉରକେଲାରେ ପୁଣି ଲଜ୍ଜା:ଚକୋଲେଟର ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ କଲେ ୪୫ ବର୍ଷିୟ ପଡ଼ୋଶୀ

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପୁଣି ଲଜ୍ଜା। ଏବେ ସହରରେ ଲକ ଡାଉନ ଚାଲିଥିବା ବେଳେ ଜଣେ ୪୫ ବର୍ଷିୟ ବ୍ୟକ୍ତି ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଅଭିଯୁକ୍ତ ମଧୁସୂଦନପାଲିର ରମେଶ ଦାସକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ରାଉରକେଲାର ମଧୁସୂଦନପାଲିରେ ଜଣେ ୪୫ ବର୍ଷିୟ ବିବାହିତ ବ୍ୟକ୍ତି ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ପରିବାର ଗାଁରେ … Continue reading ରାଉରକେଲାରେ ପୁଣି ଲଜ୍ଜା:ଚକୋଲେଟର ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ କଲେ ୪୫ ବର୍ଷିୟ ପଡ଼ୋଶୀ